ମାଟିରେ ମିଶିବ ଶିଶୁଭବନର ଐତିହାସିକ କୋଠା : ନିର୍ମାଣ ହେବ ୪ ଲେନ୍ ରାସ୍ତା

ଦିନେ ଥିଲା ରାଜ୍ୟପାଳଙ୍କ ସଚିବାଳୟ, ଗଡ଼ଜାତ ମିଶ୍ରଣର ମୂକସାକ୍ଷୀ କଟକ: ଦିନେ ମୋଗଲ ପ୍ରଶାସକଙ୍କଠାରୁ ଆରମ୍ଭ କରି ମରହଟ୍ଟା, ବ୍ରିଟିସ୍ ଏମିତିକି ଆଧୁନିକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ରହୁଥିଲେ କଟକରେ। କଟକର ଚାନ୍ଦିନୀଚୌକ ନିକଟରେ ଥିବା ବର୍ତ୍ତମାନର ଶିଶୁଭବନ ପରିସରର ଏହି କୋଠୀକୁ କୁହାଯାଏ ରାଜଭବନ। ତାହାକୁ ଏବେ ହସ୍ପିଟା‌ଲରେ ପରିଣତ କରି ଦିଆଯାଇଛି। କିନ୍ତୁ ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ ଥିବା ଏହି ପୁରୁଣା ଅଟ୍ଟାଳିକାର ଏକ ଅଂଶକୁ … Continue reading ମାଟିରେ ମିଶିବ ଶିଶୁଭବନର ଐତିହାସିକ କୋଠା : ନିର୍ମାଣ ହେବ ୪ ଲେନ୍ ରାସ୍ତା